ସାଲନ୍ Sālan
- ବୈଦେ. ବି — (ଆ) ଖାଦ୍ୟାର୍ଥ ବ୍ଯବହୃତ ଜୀବମାଂସ — Animal meat used for food
- ବୈଦେ. ବି — (ଇଂ; ଫ୍ରେଞ୍ଚ—ସାଲୋଁ — Chalon. Sur Marne—ଫ୍ରାନ୍ସର ଏକ ନଗରର ନାମ; ଏହା ପ୍ରଥମେ ଉକ୍ତ ନଗରରେ ବୁଣା ଯାଉ ଥିବାରୁ)— କୋଟ୍ ତଳେ ଦିଆଯିବା ପାଇଁ ବ୍ଯବହୃତ ଏକ ପ୍ରକାର ପତଳା ପଶମି କନା—. Shalloon; a light kind of woolen stuff for coat- lining