ସାର୍ଷପ Sārshapa

  • ସଂ. ବିଣ (ସର୍ଷପ+ସମ୍ବନ୍ଧାର୍ଥେ. ଅ) — ସର୍ଷପସମ୍ବନ୍ଧୀୟ — Relating to mustard
  • ସଂ. ବିଣ (ସର୍ଷପ+ସମ୍ବନ୍ଧାର୍ଥେ. ଅ) — ସର୍ଷପ— ଜାତ — Produced from mustard
  • ବି — ସର୍ଷପତୈଳ; ସୋରିଷତେଲ — Mustard oil