ସାର୍ଭାଙ୍ଗ Sārbhāṅga

  • ଦେ. ବି — କୌଣସି ବିଷୟର ବା ଖରିଦବିକ୍ରିର ଶେଷ ମୀମାଂସା — Final decision or settlement of a matter or transaction
  • ଦେ. ବି — [ଦ୍ର—ଆଲୋଚନା ବା ତର୍କ ବିତର୍କପରେ କୌଣସି ବିଷୟରେ ଉଭୟ ପକ୍ଷଙ୍କ ବିବାଦ ବା ମତ— ଭେଦକୁ ଭଞ୍ଜନ କରି ଶେଷରେ ସାରକଥା ନିଷ୍ପତ୍ତି କରିବାକୁ ସାରଭାଙ୍ଗ କରିବା ବୋଲାଯାଏ।]