ସାର୍ବ୍ୱକାଳିକ Ṡārbbakāḻika
- ସଂ. ବିଣ (ସର୍ବକାଳ+ସମ୍ବନ୍ଧେ ଇକ) — ସର୍ବ କାଳସମ୍ବନ୍ଧୀୟ — Relating to all time
- ସଂ. ବିଣ (ସର୍ବକାଳ+ସମ୍ବନ୍ଧେ ଇକ) — ସର୍ବଦା ମିଳିବା (ବସ୍ତୁ) — Always available
- ସଂ. ବିଣ (ସର୍ବକାଳ+ସମ୍ବନ୍ଧେ ଇକ) — ଯାହା ସବୁ ଋତୁରେ ମିଳେ; ସର୍ବକାଳୋତ୍ପନ୍ନ — Produced in all seasons
- ସଂ. ବିଣ (ସର୍ବକାଳ+ସମ୍ବନ୍ଧେ ଇକ) — ସର୍ବକାଳରେ କର୍ତ୍ତବ୍ୟ — Performable in all seasons