ସାର୍ବଭୌମ Sārbabha̲u̲ma
- ସଂ. ବିଣ (ସର୍ବଭୂମି+ଅ) — ସର୍ବଭୂମି— ସମ୍ବନ୍ଧୀୟ — Relating to all lands
- ସଂ. ବିଣ (ସର୍ବଭୂମି+ଅ) — ଜଗଦ୍ବିଖ୍ୟାତ; ସର୍ବତ୍ର ବିଦିତ — Universally famous
- ସଂ. ବିଣ (ସର୍ବଭୂମି+ଅ) — ବିଶ୍ୱବ୍ୟାପୀ — Pervading the universe
- ବି — ସମ୍ରାଟ୍; ଚକ୍ରବର୍ତ୍ତୀ; ସର୍ବଭୂମୀଶ୍ୱର; ନୃପାଗ୍ରଣୀ — An emperor; a suzerein
- ବି — (ନାମ) ଉତ୍ତରଦିଗ୍ଗଜ — The name of the mythological elephant guarding the north
- ବି — [ଦ୍ର—ଏ କୁବେରଙ୍କ ବାହନ। ମୈନାକ ପର୍ବତର ପରବର୍ତ୍ତୀ ସିଦ୍ଧା— ଶ୍ରମର ସରୋବରରେ ଏ ବିଚରଣ କରୁଥିବା ବିଷୟ ପୁରାଣରେ ବର୍ଣ୍ଣିତ ହୋଇଅଛି।]
- ବି — ପଣ୍ଡିତମାନଙ୍କର ଉପାଧିବିଶେଷ — A title of honour given to learned men