ସାର୍ବଦେଶିକ Sārbadeṡika

  • ସଂ. ବିଣ (ସର୍ବ ଦେଶ+ଇକ) — ସର୍ବ ଦେଶ— ସମ୍ବନ୍ଧୀୟ — Relating to all countries
  • ସଂ. ବିଣ (ସର୍ବ ଦେଶ+ଇକ) — ସାର୍ବତ୍ରିକ (ଦେଖ) — Sārbatrika (See)