ସାର୍ଥବାହ Sārthabāha
- ସଂ. ବି (ସାର୍ଥ=ସମୂହ+ବହ୍ ଧାତୁ+କର୍ତ୍ତୃ. ଅ) — ଦଳବଦ୍ଧ ହୋଇ ବାଣିଜ୍ୟ କରିବା ବଣିକ ଦଳ — A company of traders
- ସଂ. ବି (ସାର୍ଥ=ସମୂହ+ବହ୍ ଧାତୁ+କର୍ତ୍ତୃ. ଅ) — ଦଳବଦ୍ଧ ହୋଇ ବିଦେଶକୁ ଯାତ୍ରା କରୁଥିବା ବଣିକ୍ ଦଳ — A caravan of traders
- ସଂ. ବି (ସାର୍ଥ=ସମୂହ+ବହ୍ ଧାତୁ+କର୍ତ୍ତୃ. ଅ) — ପଥ— ପ୍ରଦର୍ଶକ — Guide
- ସଂ. ବି (ସାର୍ଥ=ସମୂହ+ବହ୍ ଧାତୁ+କର୍ତ୍ତୃ. ଅ) — ବଣିକ୍ — Trader