ସାରେଙ୍ଗ୍ Sāreṅg

  • ବୈଦେ. ବି (ଫା; ସର୍ହଙ୍ଗ୍) — ସାରଙ୍ଗ; ବୋଟର ବା ଜାହାଜର ନାବିକମାନଙ୍କ ସର୍ଦ୍ଦାର — The head boatman or captain of a boat
  • ବୈଦେ. ବି (ଫା; ସର୍ହଙ୍ଗ୍) — ନାବିକ; ନାହୁରି — Boatswain
  • ବୈଦେ. ବି (ଫା; ସର୍ହଙ୍ଗ୍) — ନୌକାର ବା ବୋଟର ମଙ୍ଗଧରା ବ୍ଯକ୍ତି — Helmsman of a boat