ସାରୁପ୍ୟ Sārūpya

  • ସଂ. ବି (ସରୂପ+ଭାବ. ୟ) — ସରୂପତା; ସମାନ— ରୂପତା; ତୁଲ୍ୟ ରୂପତା — Equality or similarity in form
  • ସଂ. ବି (ସରୂପ+ଭାବ. ୟ) — ମୁକ୍ତିବିଶେଷ; ଯେଉଁ ମୁକ୍ତିଦ୍ୱାରା ଭକ୍ତ ଭଗବାନଙ୍କ ରୂପ ପରି ସମାନରୂପ ପ୍ରାପ୍ତ ହୁଏ — A kind of salvation in which the devotee attains the form of the Deity