ସାରୁ ସାରୁ Sāru sāru

  • ଦେ. ଅ — ଗାରୁ ଗାରୁ; ବିରକ୍ତିଭାବ ପ୍ରକାଶ ସୂଚକ ମୁଖ ବିକୃତି କରିବା ଓ ଗାଉଁ ଗାଉଁ ହେବା — Frowning and grumbling