ସାରୁ ପୋଡ଼ା Sāru poṟḍ̠ā
- ଦେ. ବି — ଅଗ୍ନିରେ ଦଗ୍ଧ ହୋଇଥିବା ସାରୁ (ଏହା ଖାଇବାକୁ ସୁଖକର ହୁଏ) — Baked arum
- ଦେ. ବି — (ଲକ୍ଷଣାର୍ଥ) ମୂଲ୍ୟହୀନ ଓ ଅସାର ବସ୍ତୁ — (figurative) Any valueless and unsubstantial thing
- ଦେ. ବି — ଅତି ସାମାନ୍ୟ ବସ୍ତୁ — Any insignificant article
- ଦେ. ବି — [ଦ୍ର—କୌଣସି ବ୍ଯକ୍ତିର ଆଶା ସଫଳ ହେବ ନାହିଁ କିମ୍ବା ସେ କିଛି ଲାଭ ପାଇବ ନାହିଁ, ଏହି ଅର୍ଥରେ ଲୋକେ ବ୍ୟଙ୍ଗ କରି କହନ୍ତି 'ସେ ସାରୁ ପୋଡ଼ା ଖାଇବ' ଅର୍ଥାତ୍ କିଛି ପାଇବ ନାହିଁ।]