ସାରିନ୍ଦା Sārindā

  • ଦେ. ବି (ସଂ. ସାରଙ୍ଗୀ) — ସାରଙ୍ଗୀ ନାମକ ବାଦ୍ୟଯନ୍ତ୍ର — Hurdy-gurdy
  • ଦେ. ବି (ସଂ. ସାରଙ୍ଗୀ) — ଅଶ୍ୱ ପୁଚ୍ଛର କେଶନିର୍ମିତ ଧନୁଦ୍ୱାରା ବାଦିତ 3 ଟି କୀଳକ— ଦ୍ୱାରା ବଦ୍ଧ 3 ଟି ତାରବିଶିଷ୍ଟ ଯନ୍ତ୍ରବିଶେଷ — ଅଶ୍ୱ ପୁଚ୍ଛର କେଶନିର୍ମିତ ଧନୁଦ୍ୱାରା ବାଦିତ3ଟି କୀଳକ— ଦ୍ୱାରା ବଦ୍ଧ3ଟି ତାରବିଶିଷ୍ଟ ଯନ୍ତ୍ରବିଶେଷ—. A kind of guitar
  • ଦେ. ବି (ସଂ. ସାରଙ୍ଗୀ) — [ଦ୍ର—ଏହାର ସମୁଦାୟ ଅଙ୍ଗ କାଷ୍ଠ— ନିର୍ମିତ। ଏଥିର ଧ୍ୱନିକୋଷ କିୟଦଂଶ ଚର୍ମାଚ୍ଛାଦିତ, କିୟଦଂଶ ଶୂନ୍ଯ—ବିଶ୍ୱକୋଷ।)