ସାରା ବନାଇବା Sārā banāibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଦଣ୍ଡଦ୍ୱାରା ପରାସ୍ତ ବା ହତବୀର୍ଯ୍ୟ ବା ଅସହାୟ କରିବା — To reduce a person to helplessness by punishment; to teach a person a lesson