ସାରଥି Sarathi
- ସଂ. ବି (ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା+କର୍ତ୍ତୃ. ଅଥି, କିମ୍ବା, ସ+ରଥ=ସରଥ=ଅଶ୍ୱ+ପ୍ରେରଣାର୍ଥେ. ଇ) — ରଥଚାଳକ; କଚୁଆନ — A coachman; a charioteer; cardriver
- ସଂ. ବି (ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା+କର୍ତ୍ତୃ. ଅଥି, କିମ୍ବା, ସ+ରଥ=ସରଥ=ଅଶ୍ୱ+ପ୍ରେରଣାର୍ଥେ. ଇ) — ସହାୟକ — Helper; assistant
- ସଂ. ବି (ସୃ ଧାତୁ ଣିଚ୍ ସାରି ଧାତୁ=ଚଳାଇବା+କର୍ତ୍ତୃ. ଅଥି, କିମ୍ବା, ସ+ରଥ=ସରଥ=ଅଶ୍ୱ+ପ୍ରେରଣାର୍ଥେ. ଇ) — ସମୁଦ୍ର (ସଂକ୍ଷିପ୍ତସାର ଉଣାଦି) — The sea; the ocean
- ଦେ. ବି. ପୁଂ — ଲୋକଙ୍କ ନାମ — A name given to males