ସାରଥା Sārathā
- ଦେ. ବି (ନାମ) — ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱରର ଉତ୍ତରରେ ପ୍ରବାହିତ ସମୁଦ୍ରଗାମିନୀ ନଦୀ ଓ ତହିଁର ଉପକୂଳସ୍ଥ ବନ୍ଦର — Name of small river and a port on it in the district of Balasore
- ଦେ. ବି (ନାମ) — [ଦ୍ର—ଏହି ବନ୍ଦର ଅକ୍ଷାଂଶ 21 ଡିଗ୍ରୀ 34 '। 35 " ଉତ୍ତର ଓ ଦ୍ରାଘିମା 87 ଡିଗ୍ରୀ 8' । 16" ପୂର୍ବରେ ଅବସ୍ଥିତ। — [ଦ୍ର—ଏହି ବନ୍ଦର ଅକ୍ଷାଂଶ21ଡିଗ୍ରୀ34'35" ଉତ୍ତର ଓ ଦ୍ରାଘିମା87ଡିଗ୍ରୀ8'16"ପୂର୍ବରେ ଅବସ୍ଥିତ
- ଦେ. ବି (ନାମ) — ଏହି ନଦୀରେ ନଳିତାଗଡ଼ ଗ୍ରାମ ପର୍ଯ୍ୟନ୍ତ ପଣ୍ୟ— ବାହୀ ନୌକାମାନ ଗମନାଗମନ କରନ୍ତି। ଏହି ବନ୍ଦରରେ ନୌକାଦ୍ୱାରା ପ୍ରଭୂତ ଚାଉଳ ବ୍ଯବସାୟ ଚଳେ। ଏଥି ନିକଟରେ ହନୁଆ ନାମରେ ଆଉ ଗୋଟିଏ ବନ୍ଦର ଅଛି— ବିଶ୍ୱକୋଷ।]