ସାରଣ୍ଡା Sāraṇḍā

  • ସଂ. ବି — ସୁବର୍ଣ୍ଣପୁର ନିକଟସ୍ଥ ପାହାଡ଼ବିଷେଣ — Name of a hillock near Subarṇṇapur (in Banki)
  • ସଂ. ବି — [ଦ୍ର—ଏ ପର୍ବତର ମୂଳରେ ଅଂଶୁପା ହ୍ରଦ ଅବସ୍ଥିତ।]