ସାରଜାସବ Sārajāsaba
- ସଂ. ବି — ଶାଳ ଚନ୍ଦନାଦି ସାରୋତ୍ଥ ବିଂଶତି ପ୍ରକାରର ଆସବ — Twenty kinds of Spirits (wine) distilled from Shorea Robusta and other plants
- ସଂ. ବି — [ଦ୍ର—ଶାଳ, ପ୍ରିୟଙ୍ଗୁ, ରକ୍ତି— ଚନ୍ଦନ, ତିନିଶ, ଖଦିର, ଶ୍ୱେତଖଦିର, ଛତିଆନା, ଅଶ୍ୱ— କର୍ଣ୍ଣ, ଅର୍ଜ୍ଜୁନ, ଅସନ, ବିଟ୍ଖଦିର, ତିନ୍ଦୁକ, କିନିହୀ (ଅପାମାର୍ଗ), ଶମୀ, ବରକୋଳି, ଶଂଶପା, ଶିରୀଷ, ଅଶୋକ, ଧନ୍ୱନ ଓ ମହୁଲ, ଏହି 20 ପ୍ରକାର କାଷ୍ଠର ସାରରୁ ଏହା ପ୍ରସ୍ତୁତ। ଏହା ମନର, ଶରୀରର ଓ ଅଗ୍ନିର ବଳପ୍ରଦ ଓ ଅନିଦ୍ରା, ଶୋକ ଓ ଅରୁଚିନାଶକ ଏବଂ ଆନନ୍ଦ ଉତ୍ପାଦକ—ବିଶ୍ୱକୋଷ, ଚରକ।] — [ଦ୍ର—ଶାଳ, ପ୍ରିୟଙ୍ଗୁ, ରକ୍ତି— ଚନ୍ଦନ, ତିନିଶ, ଖଦିର, ଶ୍ୱେତଖଦିର, ଛତିଆନା, ଅଶ୍ୱ— କର୍ଣ୍ଣ, ଅର୍ଜ୍ଜୁନ, ଅସନ, ବିଟ୍ଖଦିର, ତିନ୍ଦୁକ, କିନିହୀ (ଅପାମାର୍ଗ), ଶମୀ, ବରକୋଳି, ଶଂଶପା, ଶିରୀଷ, ଅଶୋକ, ଧନ୍ୱନ ଓ ମହୁଲ, ଏହି20ପ୍ରକାର କାଷ୍ଠର ସାରରୁ ଏହା ପ୍ରସ୍ତୁତ ଏହା ମନର, ଶରୀରର ଓ ଅଗ୍ନିର ବଳପ୍ରଦ ଓ ଅନିଦ୍ରା, ଶୋକ ଓ ଅରୁଚିନାଶକ ଏବଂ ଆନନ୍ଦ ଉତ୍ପାଦକ—ବିଶ୍ୱକୋଷ, ଚରକ]