ସାରଙ୍ଗ ରଦ Sāraṇga rada

  • ସଂ. ବି — ହସ୍ତି ଦନ୍ତ — Ivory
  • ସଂ. ବି — [ଉ—ସାରଙ୍ଗରଦ ପଲଙ୍କେ, ସାରଙ୍ଗ ପଙ୍କିଳ ଅଙ୍କେ, ସାରଙ୍ଗମୁଖୀ ସାରଙ୍ଗ ସାରଙ୍ଗରେ ମାତିଲେ—ସଙ୍ଗୀତ।]