ସାରଙ୍ଗ ଗଡ଼ Sāraṅga gaṟḍ̠a

  • ଦେ. ବି (ନାମ) — ଓଡ଼ିଶାର ପ୍ରାଚୀନ ଦୁର୍ଗବିଶେଷ — Name of an ancient fort of Orissa
  • ଦେ. ବି (ନାମ) — [ଦ୍ର—ସାରଙ୍ଗ କେଶରୀ କଟକର ଦକ୍ଷିଣରେ (ବର୍ତ୍ତମାନ ପଟିଆକିଲ୍ଲାରେ) ସାରଙ୍ଗ ଗଡ଼ ନାମକ ଏକ ଦୁର୍ଗ ନିର୍ମାଣ କରିଥିଲେ—କୃପାସିନ୍ଧୁ, ଇତିହାସ।]