ସାର ମାରିବା

  • ଦେ. କ୍ରି — ପଶା ବା କଉଡ଼ି ଖେଳରେ ଦାନ ପକାଇ ବିପକ୍ଷର ସାରକୁ ବା ଗୋଟିକୁ ନିଜ ଗୋଟିଦ୍ୱାରା ମାରି ସେ ସ୍ଥାନରୁ ଉଠାଇ ଦେବା।