ସାମ୍ୟ ଭାବ Sāmya bhāba

  • ସଂ. ବି — ପଦାର୍ଥର ସମଭାବରେ ଅବସ୍ଥିତ ଓ ସ୍ଥିର ହୋଇ ରହିବା — State of equilibrium
  • ସଂ. ବି — ସର୍ବତ୍ର ସମଦର୍ଶିତା — Equality of regard for all