ସାମ୍ୟ ବାଦ Sāmya bāda

  • ସଂ. ବି (ଆଧୁନିକ) — ରାଜନୀତିକ ମତ ବିଶେଷ — The political theory of equality; communism
  • ସଂ. ବି (ଆଧୁନିକ) — [ଦ୍ର—ସବୁ ଲୋକେ ସମାନ; ରାଜା, ପ୍ରଜା, ଉଚ୍ଚ, ନୀଚ, ଧନୀ, ଦରିଦ୍ର, କୁଳୀନ, ଅକୁଳୀନ, ଏହିପରି ପ୍ରଭେଦ ରହିବା ଉଚିତ ନୁହେଁ। ଯାବତୀୟ ଧନ ଓ ସମ୍ପତ୍ତିରେ ସମସ୍ତଙ୍କର ସମାନ ଅଧିକାର ରହିବା ଉଚିତ, ଏହିଭଳି ମତବାଦ। ଏହି ମତବାଦ ପ୍ରଥମେ ରୁଷିଆରୁ ବାହାରି ବର୍ତ୍ତମାନ ନାନା ଦେଶରେ ବ୍ୟାପୁ ଅଛି।]