ସାମ୍ରାଜ୍ୟ Sāmrājya

  • ସଂ. ବି (ସମ୍ରାଜ୍+ଭାବେ. ଯ) — ସାର୍ବଭୌମତ୍ୱ; ଏକ— ଛତ୍ରାଧିପତ୍ୟ — The state of being an emperor; suzerainty; sultanate
  • ସଂ. ବି (ସମ୍ରାଜ୍+ଭାବେ. ଯ) — ସମ୍ରାଟଙ୍କ ଅଧିକାର; ସମ୍ରାଟଙ୍କ ଶାସନାଧୀନ ରାଜ୍ୟ — Empire
  • ସଂ. ବି (ସମ୍ରାଜ୍+ଭାବେ. ଯ) — ସର୍ବପ୍ରଧାନ ରାଜ୍ୟ (ପ୍ରକୃତିବାଦ) — Pre-eminent kingdom
  • ସଂ. ବି (ସମ୍ରାଜ୍+ଭାବେ. ଯ) — ପୂର୍ଣ୍ଣ ଅଧିକାର (ହି. ଶ) — Full mastery