ସାମ୍ରାଜ୍ୟ ବାଦ Sāmrājya bāda

  • ଦେ. ବି (ଆଧୁନିକ) — ବିଶାଳ ସାମ୍ରାଜ୍ଯର ଅଙ୍ଗ ହେଲେ ଦେଶର, ବୈଷୟିକ ଓ ରାଜନୀତିକ ଉନ୍ନତି ଅପେକ୍ଷାକୃତ ସୁକର ହୁଏ, ଏହି ମତବାଦ — Imperialism in politics