ସାମୁଦ୍ରକ Sāmudraka

  • ସଂ. ବି (ସମୁଦ୍ର+ଅ=ସାମୁଦ୍ର+କ) — ସାମୁଦ୍ର ଲବଣ, କରକଚ (ରାଜନିର୍ଘଣ୍ଟ) — Sea salt
  • ସଂ. ବି (ସମୁଦ୍ର+ଅ=ସାମୁଦ୍ର+କ) — ସାମୁଦ୍ରିକ ଗ୍ରନ୍ଥ — A treatise dealing with the marks on the body
  • ସଂ. ବି (ସମୁଦ୍ର+ଅ=ସାମୁଦ୍ର+କ) — ସମୁଦ୍ରଗାମୀ ବଣିକ୍ (ମହାଭାରତ) — Maritime trader
  • ସଂ; ବିଣ — ସମୁଦ୍ର ସମ୍ବନ୍ଧୀୟ (ବିଶ୍ୱକୋଷ) — Maritime