ସାମୁଦାୟିକ Sāmudāyika
- ସଂ. ବିଣ. (ସମୁଦାୟ+ଇକ) — ସମୁଦାୟ ସମ୍ବନ୍ଧୀୟ — Relating to the whole
- ସଂ. ବି (ଫଳିତ ଜ୍ୟୋତିଷ) — ଜନ୍ମ ନକ୍ଷତ୍ରଠାରୁ ଅଷ୍ଟାଦଶ ନକ୍ଷତ୍ର — (Astrology) The eighteenth asterism counted from one's natal asterism
- ସଂ. ବି (ଫଳିତ ଜ୍ୟୋତିଷ) — [ଦ୍ର—ଏ ନକ୍ଷତ୍ର ଅଶୁଭ ନକ୍ଷତ୍ର। ଏ ନକ୍ଷତ୍ରରେ ଶୁଭ କର୍ମାନୁଷ୍ଠାନ ନିଷିଦ୍ଧ। ଗୋଚର ସଞ୍ଚାରକାଳରେ ଗ୍ରହମାନେ ଏ ନକ୍ଷତ୍ରରେ ଉପସ୍ଥିତ ହେବା ସମୟରେ ଜାତ ବ୍ଯକ୍ତିର ମିତ୍ରକ୍ଷୟ, ଭୃତ୍ୟକ୍ଷୟ ଓ ଅର୍ଥନାଶ ଘଟେ—ଜ୍ୟୋତିସ୍ତତ୍ୱ।]