ସାମାସିକ Sāmāsika

  • ସଂ. ବିଣ (ସମାସ+ଇକ) — ସାଂକ୍ଷେପିକ; ସଂକ୍ଷେପ ସମ୍ବନ୍ଧୀୟ — Relating to abridgement
  • ସଂ. ବି (ସମାସ+ସ୍ୱାର୍ଥେ. ଇକ) — ସମାସ (ଦେଖ) — Samāsa (See)