ସାମାନ୍ୟା Sāmānyā

  • ସଂ. ବିଣ. ସ୍ତ୍ରୀ. (ସାମାନ୍ୟ+ସ୍ତ୍ରୀ. ଆ) — ସାମାନ୍ୟର ସ୍ତ୍ରୀଲିଙ୍ଗ — The feminine of 'Sāmānya'
  • ବି — ପଣ୍ୟସ୍ତ୍ରୀ; ସାଧାରଣ ନାୟିକା; ବେଶ୍ୟା; ଧନମାତ୍ର ଲାଭାର୍ଥ ସକଳପୁରୁଷଭୋଗ୍ୟା ସ୍ତ୍ରୀ — A prostitute; a public woman
  • ବି — [ଦ୍ର—ଭରତଚନ୍ଦ୍ରଙ୍କ ରସମଞ୍ଜରୀ ଗ୍ରନ୍ଥ ଅନୁସାରେ ସାମାନ୍ୟା ତ୍ରିବିଧା। ଯଥା—ଅନ୍ଯ— ସମ୍ଭୋଗଦୁଃଖିତା, ବକ୍ରୋକ୍ତିଗର୍ବିତା ଓ ମାନବତୀ; ବକ୍ରୋକ୍ତି— ଗର୍ବିତା ଦ୍ୱିବିଧା, ଯଥା—ପ୍ରେମଗର୍ବିତା, ସୌନ୍ଦର୍ଯ୍ୟଗର୍ବିତା।
  • ବି — ଏ ନାୟିକାମାନେ ପ୍ରତ୍ୟେକେ ଅବସ୍ଥାଭେଦରେ ଅଷ୍ଟବିଧା ହୁଅନ୍ତି। ଯଥା—ପ୍ରୋଷିତଭର୍ତ୍ତୃକା, ଖଣ୍ଡିତା, କଳହାନ୍ତରିତା, ବିପ୍ରଲବ୍ଧା, ଉତ୍କଣ୍ଠିତା ବା ବିରହୋତ୍କଣ୍ଠା, ବାସକସଜ୍ଜା, ସ୍ୱାଧୀନଭର୍ତ୍ତୃକା ଓ ଅଭିସାରିକା।]