ସାମାଜିକ Sāmājika
- ସଂ. ବିଣ (ସମାଜ+ସମ୍ବନ୍ଧାର୍ଥେ. ଇକ) — ସମାଜ ସମ୍ବନ୍ଧୀୟ — Relating to an association or meeting
- ସଂ. ବିଣ (ସମାଜ+ସମ୍ବନ୍ଧାର୍ଥେ. ଇକ) — ସହୃଦୟ; ଯେଉଁ ବ୍ଯକ୍ତି ସମାଜରେ ମିଶେ — Sociable
- ସଂ. ବିଣ (ସମାଜ+ସମ୍ବନ୍ଧାର୍ଥେ. ଇକ) — ଭଦ୍ର; ଶିଷ୍ଟ — Civil
- ବି — ସଭାସଦ୍; ସଭ୍ୟ (ଅମର) — Member of an association
- ବି — କୌଣସି ସମାଜର ବ୍ଯକ୍ତି — Member of a society or community
- ବି — ଲୌକିକତା; ସମାଜର ପ୍ରଥାଗତ ମର୍ଯ୍ୟାଦା — Social conventions