ସାମଳିବା Sāmaḻibā

  • ଦେ. କ୍ରି — ସାଉଳିବା (ଦେଖ) — Sāuḻibā (See)
  • ଦେ. କ୍ରି — (ଉ—କେ ଚିକୁରଶୋଭୀ ତହିଁ ଯେ, ସୁବାସ ତଇଳେ କେଶ ସାମଳିଲା, ଉପମା ସୃଷ୍ଟି ବୁଡ଼ାଇ ଯେ। ଗୋଲକ, ଇନ୍ଦୁରେଖା।)