ସାମଲା Sāmalā

  • ବୈଦେ. ବି (ଆ) — ମୁକ୍ତାର ଓ ଓକିଲମାନେ ମୁଣ୍ଡରେ ଯେଉଁ ପୁରୁଣାକାଳିଆ ପାଗ ପିନ୍ଧନ୍ତି — An old-fashioned turban used by legal practitioners
  • ବୈଦେ. ବି (ଆ) — ପୁରାକାଳର ରାଜକର୍ମଚାରୀମାନଙ୍କ ପଗଡ଼ୀ — A turban used to be worn by courtiers