ସାମର୍ଷ Sāmarsha

  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ଅମର୍ଷ) — ଅମର୍ଷ ଯୁକ୍ତ — Spiteful
  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ଅମର୍ଷ) — କ୍ରୋଧବିଶିଷ୍ଟ (ବିଶ୍ୱକୋଷ) — Wrathful