ସାମର୍ଥ ପଣ Sāmartha paṇa

  • ଗ୍ରା. ବି (ସଂ. ସମର୍ଥ+ଓଡ଼ିଆ. ପଣ) — ସାମର୍ଥ୍ୟ (ଦେଖ) — Sāmarthya. (See)
  • ଗ୍ରା. ବି (ସଂ. ସମର୍ଥ+ଓଡ଼ିଆ. ପଣ) — (ଉ—ଲୋଭ ବୈଷ୍ଣବ ପଦରଜେ, ସାମର୍ଥ ପଣ ପରକାର୍ଯ୍ୟେ— ଭୂପତି, ପ୍ରେମପଞ୍ଚାମୃତ।)