ସାମରଥା Sāmarthā

  • ଗ୍ରା. ବିଣ (ସଂ ସମର୍ଥ) — ସାମର୍ଥ୍ୟବିଶିଷ୍ଟ; ବଳିଷ୍ଠ; ବଳୁଆ — Strong; mighty
  • ଗ୍ରା. ବିଣ (ସଂ ସମର୍ଥ) — [ଉ—କିରାତ ତ ସମରେ ଅତି ସାମରଥା—କୃଷ୍ଣସିଂହ, ମହାଭାରତ, ବନ।]
  • ଗ୍ରା. ବିଣ (ସଂ ସମର୍ଥ) — ଯୋଗ୍ୟ — Able; competent
  • ଗ୍ରା. ବିଣ (ସଂ ସମର୍ଥ) — କ୍ଷମତାଶାଳୀ — Powerful
  • ଗ୍ରା. ବିଣ (ସଂ ସମର୍ଥ) — ବୀରତାଯୁକ୍ତ — Heroic
  • ବି — ବୀର — Hero
  • ବି — ସମର୍ଥ ବ୍ଯକ୍ତି — Mighty person
  • ବି — ଯୋଗ୍ୟ ବ୍ଯକ୍ତି — Able person