ସାମରିକ Sāmarika

  • ସଂ ବିଣ (ସମର+ସମ୍ବନ୍ଧାର୍ଥେ. ଇକ) — ଯୁଦ୍ଧସମ୍ବନ୍ଧୀୟ — Relating to war; military
  • ସଂ ବିଣ (ସମର+ସମ୍ବନ୍ଧାର୍ଥେ. ଇକ) — ସମରପ୍ରିୟ — Warlike; martial; fond of war
  • ସଂ ବିଣ (ସମର+ସମ୍ବନ୍ଧାର୍ଥେ. ଇକ) — ସମରୋପଯୋଗୀ — Fit for battle; warlike