ସାମର Sāmara

  • ପ୍ରାଦେ. (ଛତିଶଗଡ଼) ବିଣ — ସାମାନ୍ୟ ଗୋରା — Of slightly fair complexion
  • ସଂ. ବି (ସମର+ସ୍ୱାର୍ଥେ ଅ) — ସମର (ବିଶ୍ୱକୋଷ); ଯୁଦ୍ଧ — Battle
  • ସଂ. ବିଣ — ଯୁଦ୍ଧଭବ (ବିଶ୍ୱକୋଷ) — Due to war