ସାମନୀ Sāmanī

  • ସଂ. ବି (ସୋ ଧାତୁ=ନାଶ କରିବା+କରଣ ମନ୍+ଈ) — ପଘା, ପଶୁ ବନ୍ଧନର ରଜ୍ଜୁ (ସାର ସୁନ୍ଦରୀ) — A rope for tying beasts