ସାମନା ସାମନି Sāmanā sāmani

  • ଦେ. ବିଣ — ପରସ୍ପର ସମ୍ମୁଖୀନ — Facing each other or one another
  • କ୍ରି. ବିଣ — ପରସ୍ପରଙ୍କ ସମ୍ମୁଖରେ — In front of each other