ସାବ୍ୟସ୍ଥ କରିବା Sābyastha karibā

  • ଦେ. କ୍ରି — ନିରୂପଣ କରିବା — To ascertain
  • ଦେ. କ୍ରି — ପ୍ରମାଣ ଦ୍ୱାରା ସ୍ଥିର କରିବା — To settle or determine a matter by proof
  • ଦେ. କ୍ରି — (ଯଥା—ସତ୍ୱ ସାବ୍ୟସ୍ଥ କରିବା, ଅମୁକକୁ ଅପରାଧ(ଧୀ) ସାବ୍ୟସ୍ଥ କରିବା।)