ସାବ୍ୟସ୍ତ Sābyasta

  • ଦେ. ବିଣ. (ସଂ ସୁବ୍ଯବସ୍ଥ) — ଉତ୍ତମରୂପେ ପ୍ରମାଣିତ — Well proved; legally established
  • ଦେ. ବିଣ. (ସଂ ସୁବ୍ଯବସ୍ଥ) — ସୁନିଶ୍ଚିତ — Settled; ascertained; determined