ସାବିତ୍ରୀ ପ୍ରଦାନ Sābitrī pradāna

  • ସଂ. ବି — ବ୍ରତ ବେଦୀରେ ଗୁରୁଙ୍କଦ୍ୱାରା ଦ୍ୱିଜ କୁମାର କର୍ଣ୍ଣଚର ଗାୟତ୍ରୀ ମନ୍ତ୍ର ଦାନ — The ceremony of whispering the Gāyatrī formula to a Dwija boy on the investiture alter