ସାବି ଚାଉଳ Sābi chāuḻa

  • ପ୍ରାଦେ. (ଗଞ୍ଜାମ) ବି—(ବୈଦ୍ଯକ) — ସାଗୁଦାନା — Sago
  • ପ୍ରାଦେ. (ଗଞ୍ଜାମ) ବି—(ବୈଦ୍ଯକ) — [ଦ୍ର—ଏହା ସ୍ୱାଦୁ ଓ ଲଘୁ। ଏହା ମୃଦୁ ବିରେଚକ ଏବଂ ଜ୍ୱରାଦି ରୋଗରେ ପଥ୍ୟରୂପେ ବ୍ଯବହୃତ ହୁଏ—ଦ୍ରବ୍ଯଗୁଣ. କଳ୍ପଦ୍ରୁମ।]