ସାବାଡ଼୍ Sābāṟḍ̠
- ବୈଦେ. ବିଣ. (ଆ. ତୁଳନାକର; ସଂ. ସର୍ବାନ୍ତ) — ନିଷ୍ପାଦିତ — Accomplished
- ବୈଦେ. ବିଣ. (ଆ. ତୁଳନାକର; ସଂ. ସର୍ବାନ୍ତ) — ସମ୍ପୂର୍ଣ୍ଣ — Finished; completed
- ବୈଦେ. ବିଣ. (ଆ. ତୁଳନାକର; ସଂ. ସର୍ବାନ୍ତ) — ନିଃଶେଷିତ — Exhausted
- ବୈଦେ. ବିଣ. (ଆ. ତୁଳନାକର; ସଂ. ସର୍ବାନ୍ତ) — ବିନାଶପ୍ରାପ୍ତ — Destroyed; ruined
- ବୈଦେ. ବିଣ. (ଆ. ତୁଳନାକର; ସଂ. ସର୍ବାନ୍ତ) — ସର୍ବସ୍ୱାନ୍ତ — Having one's properties gone; shorn or deprived of whatever one had; undone