ସାବଷ୍ଟମ୍ଭ Sābashṭambha
- ସଂ. ବିଣ. (ସହାର୍ଥ ବହୁବ୍ରୀହି; ସ+ଅବଷ୍ଟମ୍ଭ) — ଦୃଢ଼; ମଜଭୁତ୍ (ହି. ଶ) — Strong
- ସଂ. ବିଣ. (ସହାର୍ଥ ବହୁବ୍ରୀହି; ସ+ଅବଷ୍ଟମ୍ଭ) — ଆତ୍ମନିର୍ଭର ସ୍ୱାବଲମ୍ବୀ (ହି. ଶ) — Self-reliant
- ସଂ. ବି — ବାସ୍ତୁବିଶେଷ; ଯେଉଁ ବାସ୍ତୁରେ ବା ଘରଡ଼ିହରେ ନିର୍ମିତ ଘରର ଉତ୍ତର ବା ଦକ୍ଷିଣ ପାଖରେ ରାସ୍ତା ଥାଏ (ବିଶ୍ୱକୋଷ) — A kind of homestead in which a road runs on the south or north side of the house built on it
- ସଂ. ବି — [ଦ୍ର—ଏ ବାସ୍ତୁ ଶୁଭପ୍ରଦ—ବୃହତ୍ ସଂହିତା 53/21 ।] — [ଦ୍ର—ଏ ବାସ୍ତୁ ଶୁଭପ୍ରଦ—ବୃହତ୍ ସଂହିତା53/21]