ସାବାଲକ୍, ସାବାଲଗ୍ Sābālak(g)

  • ବୈଦେ. ବିଣ. (ଆ. ସାବାଲିଘ୍) — ଆଇନ୍ ଅନୁସାରେ ଯାହାର ବିଷୟକର୍ମ ବୁଝିବାର ଉପଯୋଗୀ ବୟସ ହୋଇଅଛି; ବୟଃପ୍ରାପ୍ତ; ପ୍ରାପ୍ତବୟସ୍କ; ପ୍ରାପ୍ତ ବ୍ଯବହାର — Major; one who has attained majority according to the law of the land
  • ଦେ. ବି — ବୟଃପ୍ରାପ୍ତ ବ୍ଯକ୍ତି; ପ୍ରାପ୍ତ— ବ୍ଯବହାର — Major person; a person who has attained majority according to the law of the land
  • ଦେ. ବି — [ଦ୍ର— 1 । କେହି କେହି ସଂସ୍କୃତ ବାଳକ ଶବ୍ଦ ସଙ୍ଗେ ଏ ଶବ୍ଦର ସମ୍ପର୍କ ଥିବାର ଭ୍ରାନ୍ତ ଅନୁମାନ କରି ଏହାର ସ୍ତ୍ରୀଲିଙ୍ଗ ଆକାର ସାବାଳିକା ବ୍ଯବହାର କରନ୍ତି।] — [ଦ୍ର—1 କେହି କେହି ସଂସ୍କୃତ ବାଳକ ଶବ୍ଦ ସଙ୍ଗେ ଏ ଶବ୍ଦର ସମ୍ପର୍କ ଥିବାର ଭ୍ରାନ୍ତ ଅନୁମାନ କରି ଏହାର ସ୍ତ୍ରୀଲିଙ୍ଗ ଆକାର ସାବାଳିକା ବ୍ଯବହାର କରନ୍ତି]
  • ଦେ. ବି — [ଦ୍ର— 2 । ଭିନ୍ନ ଭିନ୍ନ ଦେଶରେ ଓ ଭିନ୍ନ ଭିନ୍ନ କାଳରେ ଓ ଭିନ୍ନ ଭିନ୍ନ ଦେଶରେ ଆଇନ୍ରେ ବାଳକ— ବାଳିକାଙ୍କର 'ସାବାଳକ' ହେବାର ବୟସ ନିର୍ଦ୍ଧାରିତ ହୋଇଅଛି। ଶିଶୁମାନଙ୍କର ହିତାହିତ ବିବେକ ନ ଥିବାରୁ ସେମାନଙ୍କ ଶରୀର ଓ ସମ୍ପତ୍ତି ବୁଝା ବୁଝି କରିବାକୁ ସରକାର ଗାଜଅନ(ଅଭିଭାବକ) ନିଯୁକ୍ତ କରନ୍ତି। ଯେ ସବାଳକ ହୋଇ ନ ଥାନ୍ତି ତାଙ୍କ ଦ୍ୱାରା ସମ୍ପାଦିତ ଦଲିଲ, ଖରିଦ, ଚୁକ୍ତି ଆଦି ଅକର୍ମଣ୍ୟ ବୋଲି ବିବେଚିତ ହୁଏ। 18 ବର୍ଷ ପୂରିଲେ ନାବାଳକ ସାବାଳକ ହୁଏ; କିନ୍ତୁ ଯାହା ପାଇଁ ଜଜ ସାହେବ ଅଭିଭାବକ ନିଯୁକ୍ତ କରିଥାଆନ୍ତି ଓ ଯାହାର ସମ୍ପତ୍ତି କୋଟ ଅଫ୍ ବାଡ଼ସ୍ ବୁଝୁଥାଆନ୍ତି ତାହାର 21 ବର୍ଷ ବୟସ ପୂରିଲେ ସେ ସାବାଳକ ହୁଏ।] — [ଦ୍ର—2 ଭିନ୍ନ ଭିନ୍ନ ଦେଶରେ ଓ ଭିନ୍ନ ଭିନ୍ନ କାଳରେ ଓ ଭିନ୍ନ ଭିନ୍ନ ଦେଶରେ ଆଇନ୍ରେ ବାଳକ— ବାଳିକାଙ୍କର 'ସାବାଳକ' ହେବାର ବୟସ ନିର୍ଦ୍ଧାରିତ ହୋଇଅଛି ଶିଶୁମାନଙ୍କର ହିତାହିତ ବିବେକ ନ ଥିବାରୁ ସେମାନଙ୍କ ଶରୀର ଓ ସମ୍ପତ୍ତି ବୁଝା ବୁଝି କରିବାକୁ ସରକାର ଗାଜଅନ(ଅଭିଭାବକ) ନିଯୁକ୍ତ କରନ୍ତି ଯେ ସବାଳକ ହୋଇ ନ ଥାନ୍ତି ତାଙ୍କ ଦ୍ୱାରା ସମ୍ପାଦିତ ଦଲିଲ, ଖରିଦ, ଚୁକ୍ତି ଆଦି ଅକର୍ମଣ୍ୟ ବୋଲି ବିବେଚିତ ହୁଏ18ବର୍ଷ ପୂରିଲେ ନାବାଳକ ସାବାଳକ ହୁଏ; କିନ୍ତୁ ଯାହା ପାଇଁ ଜଜ ସାହେବ ଅଭିଭାବକ ନିଯୁକ୍ତ କରିଥାଆନ୍ତି ଓ ଯାହାର ସମ୍ପତ୍ତି କୋଟ ଅଫ୍ ବାଡ଼ସ୍ ବୁଝୁଥାଆନ୍ତି ତାହାର21ବର୍ଷ ବୟସ ପୂରିଲେ ସେ ସାବାଳକ ହୁଏ]