ସାବର୍ଣ୍ଣ Sābarṇṇa

  • ସଂ. ବି. ପୁଂ. (ସବର୍ଣ୍ଣ=ସୂର୍ଯ୍ୟପତ୍ନୀ ଛାୟା+ଅପତ୍ୟାର୍ଥେ. ଅ) — ଦ୍ୱିତୀୟ ମନୁ — The 2nd progenitor of mankind
  • ସଂ. ବି. ପୁଂ. (ସବର୍ଣ୍ଣ=ସୂର୍ଯ୍ୟପତ୍ନୀ ଛାୟା+ଅପତ୍ୟାର୍ଥେ. ଅ) — ସାବର୍ଣ୍ଣି (ଦେଖ) — Sābarṇṇi
  • ସଂ. ବିଣ — ସବର୍ଣ୍ଣ ସମ୍ବନ୍ଧୀୟ — Relating to Sabarṇṇa