ସାବନ Sābana
- ସଂ. ବି. (ସବନ+ସମ୍ବନ୍ଧେ. ଅ) — ସବନ ବା ଯଜ୍ଞ ସମ୍ବନ୍ଧୀ ଦିନ — A day for vedic sacrifice
- ସଂ. ବି. (ସବନ+ସମ୍ବନ୍ଧେ. ଅ) — ଯଜ୍ଞକର୍ମାନ୍ତ (ମେଦିନୀ) — The end of vedic sacrifice
- ସଂ. ବି. (ସବନ+ସମ୍ବନ୍ଧେ. ଅ) — ଯଜମାନ; ଯେ ଯଜ୍ଞ ନିମିତ୍ତ ପୁରୋହିତ ନିଯୁକ୍ତ କରେ (ମେଦିନୀ) — The constituent of a priest; the principal for whom a vedic sacrifice is performed
- ସଂ. ବି. (ସବନ+ସମ୍ବନ୍ଧେ. ଅ) — ବରୁଣ (ମେଦିନୀ) — The God of the ocean
- ସଂ. ବି. (ସବନ+ସମ୍ବନ୍ଧେ. ଅ) — ଯଜ୍ଞବିଶେଷ — A kind of vedic sacrifice
- ସଂ. ବି. (ସବନ+ସମ୍ବନ୍ଧେ. ଅ) — ଆହୋରାତ୍ର — Day and night
- ସଂ. ବି. (ସବନ+ସମ୍ବନ୍ଧେ. ଅ) — ଏକ ସୂର୍ଯ୍ୟୋଦୟରୁ ଅନ୍ଯ ସୂର୍ଯ୍ୟୋଦୟ ବ୍ୟାପୀ କାଳ; 60 ଦଣ୍ଡ ବ୍ୟାପୀ କାଳ — ଏକ ସୂର୍ଯ୍ୟୋଦୟରୁ ଅନ୍ଯ ସୂର୍ଯ୍ୟୋଦୟ ବ୍ୟାପୀ କାଳ;60ଦଣ୍ଡ ବ୍ୟାପୀ କାଳ—. The time between sunrise and the next
- ଦେ. ବିଣ — ସାବନା (ଦେଖ) — Sābanā (See)