ସାବଧାନ କରିବା Sābadhāna karibā

  • ଦେ. କ୍ରି — ମନୋଯୋଗ କରିବା; ମନୋଯୋଗ— ପୂର୍ବକ ଶୁଣିବା ବା ପଢ଼ିବା — To attend; to pay attention to
  • ଦେ. କ୍ରି — (ଉ—ସୁଜନେ ସାବଧାନ କର। ଦ୍ୱିତୀୟ ଅଧ୍ୟାୟ ବିଚାର—ପ୍ରାଚୀ, ପୂର୍ଣ୍ଣତମ ଚନ୍ଦ୍ରୋଦୟ।)