ସାବଡ୍ୟ Sābadya
- ସଂ. ବିଣ. (ସଂ. ଅବଦ୍ୟ) — ନିନ୍ଦନୀୟ (ହି. ଶ) — Blameable
- ସଂ. ବିଣ. (ସଂ. ଅବଦ୍ୟ) — ଆପତ୍ତିଜନକ (ହି. ଶ) — Objectionable
- ସଂ. ବି — ଯୋଗୀମାନଙ୍କଦ୍ୱାରା ଲଭ୍ୟ ତିନି ଯୋଗଶକ୍ତି ମଧ୍ୟରୁ ଏକ (ହି. ଶ) — One of the powers attainable by j̄ogīs
- ସଂ. ବି — [ଦ୍ର—ଅନ୍ଯ ଦୁଇ ଶକ୍ତିର ନାମ ନିରବଦ୍ୟ ଓ ସୂକ୍ଷ୍ମ— ହି. ଶ।]