ସାବକ୍ ବକିଆ, ସାବକ୍ ବାକିଆ Sābak bakia(ā)
- ବୈଦେ. ବିଣ. (ଆ. ସାବିକ୍ ବାକୀ) — ପୂର୍ବ ବର୍ଷମାନଙ୍କ ପାଇଁ ବାକି — Due for the past years
- ବୈଦେ. ବିଣ. (ଆ. ସାବିକ୍ ବାକୀ) — ପୂର୍ବ ବର୍ଷରୁ ବାକି ଥିବା — Outstanding from the last year
- ବି — ଚଳିତ ସନର ପୂର୍ବବର୍ତ୍ତୀ—ସନମାନଙ୍କର ବାକି ଖଜଣା — Arrears of rent due for the previous years